ନଭେମ୍ବର ୨୦୨୩

ପତ୍ରିକାର ଏହି ସଂଖ୍ଯାରେ ରହିଛି ବିଶ୍ୱର ୮ମ ମହାଦେଶ ଜୀଲାଣ୍ଡିଆ ।
Publisher: Amarisatya
Digital (PDF)
INR 25.00

ଏହି ସଂଖ୍ଯାରେ ଜୀଲାଣ୍ଡିଆକୁ ନେଇ ଏକ ଗବେଷଣାଭିତ୍ତିକ ଆଲେଖ୍ଯ ଉପସ୍ଥାପନ କରିଛନ୍ତି ଡ. ପ୍ରମୋଦ ଚନ୍ଦ୍ର ଦାଶ । ସେହିପରି ଶିକ୍ଷାକ୍ରମରେ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ପ୍ରଣାଳୀକୁ ନେଇ ମଧ୍ୟ ଏକ ସୁନ୍ଦର ଆଲେଖ୍ଯ ରହିଛି । ରାମଶଙ୍କରଙ୍କ ସାହିତ୍ୟ ଓ ନୋବେଲ, ଧ୍ରୁବ ରଣାଙ୍କ ମୃତ୍ୟୁ ତୁମେ ମହୋତ୍ସବ, ପଣ୍ଡିତ ରମାକାନ୍ତ ମିଶ୍ରଙ୍କ କ୍ରିୟାସିଦ୍ଧିର ମୁଖ୍ୟ ସାଧନ ଶରୀର, ପଦ୍ମନାଭ ପାଣିଗ୍ରାହୀଙ୍କ ଆରଣ୍ୟକ ମୁନିଙ୍କ ରାମଭକ୍ତି, ତୁଳସୀ ଜୈନଙ୍କ ଅହିଂସକ ଚେତନା ଓ ନୈତିକିତା, ଡ. ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କ ଅନ୍ୟ ଏକ ପୃଥିବୀ, ଆରତି ପ୍ରହରାଜଙ୍କ ମନୋକାମନା, ବିଭୂତିଭୂଷଣ ସେନାପତିଙ୍କ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଜୀବନ, ଆଶିଷ କୁମାର ରାୟଙ୍କ କ୍ରୀଡ଼ାଜଗତରେ ଭାରତର ଅଗ୍ରଗତି ସମେତ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ଉପରେ ଏକ ଆଲେଖ୍ଯ ଓ ସବୁଥର ପରି ବିଜ୍ଞାନ ବିଚିତ୍ରା, ସମ୍ବାଦ ବିଚିତ୍ରା, ସାଧାରଣ ଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ପ୍ରଶ୍ନୋତ୍ତର ମଧ୍ୟ ରହିଛି ।

Report an Error