ଜୁଲାଇ ୨୦୨୪

ପତ୍ରିକାର ଏହି ସଂଖ୍ଯାର ପ୍ରଚ୍ଛଦ କଥାରେ ରହିଛି ଶ୍ରୀ ରତ୍ନ ଭଣ୍ଡାର । ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ନେଇ ଏକ ମନୋଜ୍ଞ ଆଲେଖ୍ଯ ପ୍ରସ୍ତୁତ କରିଛନ୍ତି ଡ. ପ୍ରମୋଦ ଚନ୍ଦ୍ର ଦାଶ ।
Publisher: Amarisatya
Digital (PDF)
INR 25.00

ପଦ୍ମନାଭ ପାଣିଗ୍ରାହୀଙ୍କ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ସ୍ୱାର୍ଥସାଧନରେ ଆତୁରତା…, ବିଳାସିନୀ ଦାଶଙ୍କ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମାତା ଭୂଦେବୀଙ୍କ ଅର୍ଚ୍ଚନା, ନାମଯଜ୍ଞ ମିଶ୍ରଙ୍କ ଜୀବ ସେବା ହିଁ ଶିବ ସେବା, ଉତ୍କଳମଣି ଗୋପବନ୍ଧୁଙ୍କ ଭାଗବତ ପାରାୟଣ ଓ ପ୍ରତିଜ୍ଞା, ପ୍ରମୋଦ କୁମାର ନନ୍ଦଙ୍କ ପରମାତ୍ମା ବନାମ ନାଦବିନ୍ଦୁ, ତ୍ରିଲୋଚନ ମହାପାତ୍ରଙ୍କ ତୁ ଦିନେ ବଡ଼ ଲୋକ ହେବୁ, ଡ. ପ୍ରହ୍ଲାଦ ଚନ୍ଦ୍ର ନାୟକଙ୍କ ଏବେ ବି ବଞ୍ଚିଛି,ନର୍ମଦା ଦୋରାଙ୍କ ଯୋଗ୍ୟ ପୁତ୍ର, ଡକ୍ଟର ରାଜକିଶୋର ପାଢ଼ୀଙ୍କ ପିଲାଦିନର ଖେଳ, ଡ. ତ୍ରିନାଥ ପଟ୍ଟନାୟକଙ୍କ ବିବେଚନା, ଆଶିଷ କୁମାର ରାୟଙ୍କ ଭାରତ ଜିତିଲା ଟି-ଟ୍ୱେଣ୍ଟି ବିଶ୍ୱକପ, ମନୋଜ କୁମାର ମହାପାତ୍ରଙ୍କ ତିନୋଟି ହୃତପିଣ୍ଡ ଯାହାର…, ପ୍ରେମଚାନ୍ଦ ମହାନ୍ତିଙ୍କ ବିଜ୍ଞାନ ବିଚିତ୍ରା ସମେତ ସମ୍ବାଦ ବିଚିତ୍ରା, ସାଧାରଣ ଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ପ୍ରଶ୍ନୋତ୍ତର, ପର୍ବପର୍ବାଣୀ ଓ ମୁଖ୍ୟ ଦିବସ ଆଦି ରହିଛି ।

Report an Error