ଡିସେମ୍ବର ୨୦୨୪

ପତ୍ରିକାର ଏହି ସଂଖ୍ଯାର ପ୍ରଚ୍ଛଦ ଆଲେଖ୍ଯରେ ରହିଛି ‘ପୁସ୍ତକ ପ୍ରତିବନ୍ଧନ!’ ।
Publisher: Amarisatya
Digital (PDF)
INR 25.00

ଏହି ସଂଖ୍ଯାରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଅଙ୍କୁଶକୁ ନେଇ ପ୍ରମୋଦ ଚନ୍ଦ୍ର ଦାଶଙ୍କ ଏକ ଆଲେଖ୍ଯ ରହିଥିବାବେଳେ ସେହିପରି ସାମାଜିକ ଗଣମାଧ୍ୟମ ନିଶାକୁ ନେଇ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ରହିଛି । ସେହିପରି ସରିତା ସିଂହ ମହାନ୍ତିଙ୍କ କୋମଳ ଶୈଶବ, ହୃଦୟାନନ୍ଦ ପଧାନଙ୍କ ଫେରି ଆସନ୍ତା କି ମୋ’ ଶୈଶବ ?, ତୁଳସୀ ଜୈନଙ୍କ ସାର୍ଥକ ଯୌବନ, ତ୍ରିଲୋଚନ ମହାପାତ୍ରଙ୍କ ଆମ ଗୋପବନ୍ଧୁ, ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ସତ୍‍ଶିକ୍ଷା, ଡକ୍ଟର ବସନ୍ତ କିଶୋର ସାହୁଙ୍କ ପଶୁଙ୍କ ସେବା ହିଁ ମାଧବ ସେବା, ସବିତା ମହାପାତ୍ରଙ୍କ ପ୍ରତୀକ୍ଷା ଏକ ଦିବ୍ୟ ସକାଳର, ମନୋରଞ୍ଜନ ଦଳେଇଙ୍କ ଶୀତ, ସାମନ୍ତରାୟଙ୍କ ଆସରେ ଆସ ଯଜ୍ଞଦତ୍ତ, କମଳିନୀ ମଲ୍ଲିକଙ୍କ ଆମ ଝାଇଁ ପାଠ ପଢ଼ିଲା, ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କ ବିଜ୍ଞାନ ସ୍ପନ୍ଦନ, ଡକ୍ଟର ପ୍ରେମଚାନ୍ଦ ମହାନ୍ତିଙ୍କ ମାନସିକ ଚାପ ଆଶିଷ କୁମାର ରାୟଙ୍କ କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍ ସମେତ ସମ୍ବାଦ ବିଚିତ୍ରା, ସାଧାରଣ ଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ପ୍ରଶ୍ନୋତ୍ତର, ପର୍ବପର୍ବାଣୀ ଓ ମୁଖ୍ୟ ଦିବସ ଆଦି ରହିଛି ।

Report an Error