ଡିସେମ୍ବର ୨୦୨୩
ପତ୍ରିକାର ଏହି ସଂଖ୍ଯାରେ ରହିଛି ଡ଼ିପଫେକ୍ । ସାମାଜିକ ଗଣମାଧ୍ୟମରେ ବହୁ ଚର୍ଚ୍ଚିତ ବିବାଦୀୟ ‘ଡ଼ିପ୍ଫେକ୍’କୁ ନେଇ ଏକ ସୁନ୍ଦର ଆଲେଖ୍ଯ ପ୍ରସ୍ତୁତ କରିଛନ୍ତି ଡ. ପ୍ରମୋଦ ଚନ୍ଦ୍ର ଦାଶ ।
Publisher: Amarisatya
Digital (PDF)
INR 25.00
ସେହପରି ଏହି ସଂଖ୍ଯାରେ ଓଡ଼ିଶାର ଯୁବ ଲେଖକ ଡିଲେଶ୍ୱର ରଣାଙ୍କ ଉପରେ ଏକ ଆଲେଖ୍ଯ ରହିଥିବାବେଳେ ବିଜୟ ଚନ୍ଦ୍ର ମହାପାତ୍ରଙ୍କ ହଉ ରହ ! କୋର୍ଟରେ ଦେଖିନେବି, ତୁଳସୀ ଜୈନଙ୍କ ଅନାବଶ୍ୟକ ହିଂସାର ପରିହାର, ନଳିନୀ ଦାଶଙ୍କ ଜନନୀ ଆଖିରେ ଲୁହର ବନ୍ୟା, ରାମଶଙ୍କରଙ୍କ ସୋଲଫେରିନୋ... ବର୍ଷାରାଣୀ ମହାମଲ୍ଲିକଙ୍କ ଅପେକ୍ଷା, ଡ. ରାଜକିଶୋର ପାଢ଼ୀଙ୍କ ପ୍ରିୟ ସାଥୀ, ନମିତା ମୂଳିଆଙ୍କ ଦିପାବଳୀ, ଶ୍ରୀ ବିଭୂତିଭୂଷଣ ସେନାପତିଙ୍କ ବାର୍ଦ୍ଧକ୍ୟତିଥି,ରମାକାନ୍ତ ମିଶ୍ରଙ୍କ କବି ଲେଖନୀର ଯଥାର୍ଥ ସମ୍ମାନ, ମେଜର କ୍ଷୀରୋଦ ପ୍ର. ମହାନ୍ତିଙ୍କ ୨୪ର ପ୍ରଥମାର୍ଦ୍ଧରୁ ପାଠଘର…, ଶରତ ଚନ୍ଦ୍ର ଦାଶଙ୍କ ଧର୍ମର ସ୍ୱରୂପ, ଆଶିଷ କୁମାର ରାୟଙ୍କ ଆଇ.ସି.ସି. ବିଶ୍ୱକପ-୨୦୨୩, ବିଜ୍ଞାନ ବିଚିତ୍ରା, ସମ୍ବାଦ ବିଚିତ୍ରା, ସାଧାରଣ ଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ପ୍ରଶ୍ନୋତ୍ତର ଆଦି ରହିଛି ।