ଅଗଷ୍ଟ ୨୦୨୪

ପତ୍ରିକାର ଏହି ସଂଖ୍ଯାର ପ୍ରଚ୍ଛଦ କଥାରେ ରହିଛି ଛାୟା ସରକାର । ଛାୟା ସରକାର କଣ ଓ ଆଜିର ସମୟରେ ଏହାର ପ୍ରାସଙ୍ଗିକତାକୁ ନେଇ ଅନୁଶୀଳନୀୟ ଆଲେଖ୍ଯ ପ୍ରସ୍ତୁତ କରିଛନ୍ତି ପ୍ରମୋଦ ଚନ୍ଦ୍ର ଦାଶ ।
Publisher: Amarisatya
Digital (PDF)
INR 25.00

ସେହିପରି ଏହି ସଂଖ୍ଯାରେ ରହିଛି ଭାରତ ଇତିହାସରେ କ୍ରାନ୍ତି ଆଣିଥିବା କିଛି କେନ୍ଦ୍ର ବଜେଟ୍‍, ପ୍ରିୟମ୍ବଦା ସାହୁଙ୍କ କୂଅ ବିବାହ, ସୁକାନ୍ତି ମହାପାତ୍ରଙ୍କ ଶ୍ରୀମଦ୍ଭଗବଦ୍‍ ଗୀତା, ଡ. ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ସୃଷ୍ଟିତତ୍ତ୍ୱର ମୂଳାଧାର ‘ଓଁ’କାର, ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ମାନବରୂପୀ ଦାନବର ଲୀଳା, ତ୍ରିଲୋଚନ ମହାପାତ୍ରଙ୍କ ଧନ୍ୟ ସେଇ ମାଟି, ବିଭୂତିଭୂଷଣ ସେନାପତିଙ୍କ ଭଗତ ସିଂଙ୍କର ଖୋଲା ଚିଠି, ବିଭୂତିଭୂଷଣ ନନ୍ଦଙ୍କ ହମ୍ମା, ଡକ୍ଟର ସୁଷମା ମିଶ୍ରଙ୍କ ଗୃହିଣୀର ପ୍ରଶ୍ନ, ମ୍ୟୁଚୁଆଲ୍‍ ଫଣ୍ଡ୍‍ ନେହେରୁ-ଶାସ୍ତ୍ରୀଙ୍କ ସମୟରୁ ବିଶ୍ୱାସଯୋଗ୍ୟ, ପ୍ରଦୀପ କୁମାର ଜେନାଙ୍କ ଓଡ଼ିଆ ଅସ୍ମିତା, ମନୋଜ କୁମାର ମହାପାତ୍ରଙ୍କ କଙ୍କଡ଼ାଖିଆ ନେଉଳ, ଆଶିଷ କୁମାର ରାୟଙ୍କ ମନୁଙ୍କ ଅଲିମ୍ପିକ୍ ସଫଳତା, ଏଣ୍ଡୋଫାଇଟ୍ କ୍ରିଷ୍ଣା ନନ୍ଦ ଧଳଙ୍କ ମନୁଙ୍କ ଅଲିମ୍ପିକ୍ ସଫଳତା, ପ୍ରେମଚାନ୍ଦ ମହାନ୍ତିଙ୍କ ବିଜ୍ଞାନ ବିଚିତ୍ରା ସମେତ ସମ୍ବାଦ ବିଚିତ୍ରା, ସାଧାରଣ ଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ପ୍ରଶ୍ନୋତ୍ତର, ପର୍ବପର୍ବାଣୀ ଓ ମୁଖ୍ୟ ଦିବସ ଆଦି ରହିଛି ।

Report an Error