ଲାଗୁଛି

ଜୀବନପାତ୍ର ଭରିଯିବାର ଅନୁଭବ ବେଳେବେଳେ ଏତେ ନିବିଡ ଯେ ସେଠି ଶବ୍ଦମାନେ କେବଳ ଭସାମେଘ ପରି ଇ ଲାଗନ୍ତି । ଏ କବିତା ସେ ଭସାମେଘର ଭାଷା । ପରିପୂର୍ଣ୍ଣତା ଓ କୃତଜ୍ଞତାର ଏ କବିତା ।


ଜୀବନ ଯେପରି କିଛି ଦିନ ମହଲତ ମାଗିଛି ମୃତ୍ୟୁକୁ ମୃତ୍ୟୁ ତଥାସ୍ତୁ କହି ଲେଉଟି ଯାଇଛି କିଛି ବାକି କାମ ସାରିବା ପାଇଁ.. ଭାବୁଛି କେଉଁ କାମ ଆଗେ ସାରିବି ଈଶ୍ୱରଙ୍କ ପାଖରେ କିଛି ଅଛପା ନ ଥିଲାବେଳେ ସ୍ୱୀକାର କରି ନେବାର ଅଛି ମୋର ଅପରାଧ ଭୁଲ ତ୍ରୁଟି.. କ୍ଷମା ମାଗିନେବାର

"ଲାଗୁଛି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ