କୁଆଡେ ଯିବି

ଅନେକ ପ୍ରଶ୍ନଚିହ୍ନର ଏ କବିତା । ପ୍ରେମକୁ ନେଇ ଗତିଶୀଳ ଏ କବିତାର ସବୁଠୁ ବଡ ସୌନ୍ଦର୍ଯ୍ଯ ଏହାର ସରଳତା ଓ ନିରୀହତା ।


ଦୃଶ୍ୟଠାରୁ ଅଦୃଶ୍ୟ ଯେ କେତେ ମନୋରମ କେମିତି କହିବି ? ଦୀର୍ଘ ଏ ପଥରେ କେତେ କଣ ନ ପାଇଲି କେତେ କଣ ସାଇତି ନ ରଖିଲି କେମିତି କହିବି... କୁଆଡେ ବି ଯିବି ତୁମକୁ ଛାଡ଼ି ଯିଏ ଛାଇ ପରି ଚାଲିଛି ମୋ ସାଥେ ସାଥେ କେବେ ଆଗେ କେବେ ପଛେ

"କୁଆଡେ ଯିବି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ