ଆଜି ଯେତେବେଳେ
ଘର ଭିତରକୁ ପଶିଲି
ଏକ ଅଦ୍ଭୁତ ଦୃଶ୍ୟରେ
ଆଶ୍ଚର୍ଯ୍ୟ ହେଲି
ମୋ ବିଛଣା କହିଲା... ଶୁଣ
ଏଇଠି ରହିଲା ମୋର ତ୍ୟାଗ ପତ୍ର
ମୁଁ ଏବେ ଫେରିବାକୁ ଚାହୁଁଛି
ମୋର କାର୍ପାସ ଭିତରକୁ
ଆଉ ସେଠାରେ ଥିଲା
ଚେୟାର ଏବଂ ଟେବୁଲମାନଙ୍କର
ଏକ ମିଳିତ ସାମ୍ମୁଖ୍ୟ
To continue reading "କେଦାରନାଥ ସିଂଙ୍କ ଏକ ଚର୍ଚ୍ଚିତ କବିତା - "ବିଦ୍ରୋହ"", login now.
This page has been protected for subscriber only.