
କେଉଁଆଡେ
ଗଲୁରେ ସଜନୀ !
ତୋ ମହରଗ ଅପେକ୍ଷାରେ
ଯୁଗ ବିତିଗଲା,
ତଥାପି ମୁଁ ନିରାଶ ହେଇନି !
ତୁ’ ଆସିବୁ ବୋଲି
ମେଲା କରିଦେଇଛି ଛାତିର ଛପର,
ଫିଟେଇ ଦେଇଛି
ମନର ଝାଟିମାଟି ଦୁଆର
ତୁ’ ଏତେ ଉଛୁର କିଆଁ ?
ତୋ ଆସିବା ବାଟରେ
କିଛି ଅଘଟଣ ତ’ ଘଟିନି ?
"ସଜନୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |