ସାରା ମୁଲକରେ ଜହ୍ନରାତି
ଶୁନଶାନ ବିଲମାଳ
ମହୁଲ ଗଛ ସାରା ଜୁଳୁଜୁଳିଆ ପୋକ
କେବେ କେମିତି କୋକିଶିଆଳିର ଡାକ
ମଝିରେ ମଝିରେ
ପାଖ ଗଛର ଘଂଚ ଅନ୍ଧାରରୁ ପେଚାର ରଡି !
ଜଣା ପଡୁନି
ରାତି କେତେ ହେଇଥିବ କେଜାଣି ?
ଶୀତ ପହରା ଦେଉଛି ଇଲାକା ସାରା
ଗୋଟିଏ ଚାଦରରେ ଶୀତ ଯାଉନି
"ଭାତ ଖୋଜୁ ଖୋଜୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |