ସେହି ଜଙ୍ଗଲର କାହାଣୀ - ୧୧

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


ଭାଲୁର ଗୁମ୍ଫା ଭିତରେ ତିନି ବାଘଛୁଆ ରାତିରେ ରହିଲେ । ଗୁମ୍ଫା ବାହାରେ ହାତୀ ଓ ଜିରାଫ୍ ରାତିସାରା ପହରା ଦେଲେ । ଥକା ଦେହ ପୁଣି ଭଲ ଖାଦ୍ୟ ଓ ବହୁତ ସ୍ନେହ ପାଇ ଛୁଆ ତିନୋଟି ନିଘୋଡ ନିଦରେ ଶୋଇଗଲେ । ପାଖରେ ଭାଲୁ ଥିବା ଯୋଗୁଁ ଆଉ ଡର ବି ନାହିଁ । ଶୋଇ ଶୋଇ ଶକ୍ତି ସ୍ବପ୍ନ ଦେଖୁଥାଏ । ସେ ବାପା, ମା'ଙ୍କ

To continue reading "ସେହି ଜଙ୍ଗଲର କାହାଣୀ - ୧୧", login now.

This page has been protected for subscriber only and it is free to subscribe.

Report an Error