ଯୋଜ୍ୟତାର ଆଧୁନିକ ସଂଜ୍ଞା


ଗୋଟିଏ ପରମାଣୁ ବା ରାଡ଼ିକାଲ, ଏକ ଯୌଗିକ ଅଣୁ ଗଠନବେଳେ ଯେତୋଟି ଇଲେକଟ୍ରନ୍ ହରାଇ ଥାଏ (loses) କିମ୍ବା ଲାଭ କରିଥାଏ (gains) କିମ୍ବା ଅନ୍ୟ ପରମାଣୁ ସହିତ ସହଭାଜନ(share) କରିଥାଏ, ତାହାକୁ ତାହାର ଯୋଜ୍ୟତା କହନ୍ତି । ତେଣୁ ଯୋଜ୍ୟତା ଦୁଇପ୍ରକାରର: ବିଦ୍ୟୁଯୋଜ୍ୟତା ଓ ସହଯୋଜ୍ୟତା । ###ବିଦ୍ୟୁଯୋଜ୍ୟତା (Electrovalency): ଗୋଟିଏ ପରମାଣୁ ବା ମୂଳକ ଯେତୋଟି ଇଲେକଟ୍ରନ୍ ହରାଇଥାଏ (କ୍ଷାରୀୟ ମୂଳକ) କିମ୍ବା ଲାଭ କରିଥାଏ (ଅମ୍ଳୀୟ ମୂଳକ), ତାହା ହେଲା ତାହାର ବିଦ୍ୟୁଯୋଜ୍ୟତା । ଉଦାହାରଣ ସ୍ୱରୁପ Al~2~(SO~4~)~3~, ରେ ଆଲୁମିନିୟମର ବିଦ୍ୟୁଯୋଜ୍ୟତା ହେଲା 3+ (Al^3+^) ଏବଂ ସଲଫେଟ୍ ର ବିଦ୍ୟୁତ୍ ଯୋଜ୍ୟତା ହେଲା 2- (SO~4~^2-^) । ନିମ୍ନରେ କେତେକ ଯୁକ୍ତ ଓ ବିଯୁକ୍ତ ଆୟନ ମାନଙ୍କର ଯୋଜ୍ୟତା ସାରଣୀରେ ଦିଆଗଲା । ଏମାନେ ହେଲେ ବିଦ୍ୟୁତ୍ରଯୋଜ୍ୟତା । ସାଧାରଣରେ ଯୋଜ୍ୟତା କହିଲେ ବିଦ୍ୟୁଯୋଜ୍ୟତା କୁ ବୁଝାଇଥାଏ ଏବଂ ଏହା ଆୟନୀୟ ପଦାର୍ଥ (ionic compounds) ମାନଙ୍କ ପାଇଁ ପ୍ରଯୁଜ୍ୟ । ##ଅମ୍ଳୀୟ ମୂଳକ/ବିଯୁକ୍ତାୟନ (Acid Radicals/-ve ions): | ଯୋଜ୍ୟତା - ୧ (Valency - 1) | ଯୋଜ୍ୟତା - ୨ (Valency - 2) | ଯୋଜ୍ୟତା - ୩ (Valency - 3) | ଯୋଜ୍ୟତା - ୪ Valency - 4) | | :--- | :--- | :--- | :--- | | କ୍ଲୋରାଇଡ୍ (cl^-^) chloride |

"ଯୋଜ୍ୟତାର ଆଧୁନିକ ସଂଜ୍ଞା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ସଦସ୍ୟମାନଙ୍କ ପାଇଁ ସୁରକ୍ଷିତ ହୋଇଛି ଏବଂ ଏହା ସଦସ୍ୟତା ଗ୍ରହଣ କରିବା ମୁକ୍ତ ଅଟେ