ସାଇକେଲ

ବର୍ତ୍ତମାନ ସମାଜରେ ଜିନିଷର ଉପଯୁକ୍ତ ବ୍ୟବହାର ପରିବର୍ତ୍ତେ ଦୁର୍ବ୍ୟବହାର ଅଧିକ ଦେଖିବାକୁ ମିଳୁଛି।


ଦିନ ଥିଲା ଆବଶ୍ୟକତା ପୂରଣ କରିବାକୁ ସାଇକେଲର ବ୍ୟ ବହାର ହେଉଥିଲା। କଷ୍ଟକରି , କେତେଥର କହୁଣୀ, ଆଣ୍ଠୁଗଣ୍ଠିରୁ ରକ୍ତ ବାହାରି ଦାନ୍ତରେ ମାଡ ହେବାପରେ ସାଇକେଲ ଶିଖିବାର ଯେଉଁ ଆନନ୍ଦ କହିଲେ ନସରେ। ୯୦ ଦଶକ ପର୍ଯ୍ୟନ୍ତର କଥା ଯଦି କହିବା ତେବେ ସାଇକେଲ ଚଳାଇବା କୌଣସି ଉଡାଜାହାଜ ଚଲେଇବାଠାରୁ କିଛି କମ ନଥିଲା। ସେତେବେଳେ ଆବଶ୍ୟକତା ପୂରଣ ପାଇଁ କେବଳ ବାପାଙ୍କର ସାଇକେଲଟିଏ ଘରେ ଦେଖିବାକୁ ମିଳୁଥିଲା।

To continue reading "ସାଇକେଲ", login now.

This page has been protected for subscriber only.

Report an Error