କ୍ରିକେଟ: ଏମିତି ଏକ ଖେଳ, ଯାହାର ପ୍ରେମରେ ପିଲାଠୁଁ ବୁଢା ସଭିଏଁ ମସ୍‌ଗୁଲ୍‌

ଗଳି କ୍ରିକେଟ ହେଉ ଅବା ଅନ୍ତର୍ଜାତୀୟ କ୍ରିକେଟ ସବୁଠି କ୍ରିକେଟର ମଜା ନିଆରା । ଗାଁ ଠାରୁ ସହର ଯାଏ ପ୍ରତ୍ୟେକ ଗଳିକନ୍ଦିରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ ।


ସ୍ମାର୍ଟ ସିଟିରେ ଗଳିରେ କ୍ରିକେଟ ଖେଳିବାର ମଜା ନେଉଛନ୍ତି ସ୍କୁଲ ପିଲାଏ |

ବଲ୍, ବ୍ୟାଟ୍ ଓ ସାଙ୍ଗମାନଙ୍କୁ ଏକାଠି କରି ଖେଳର ପ୍ରସ୍ତୁତି ଆରମ୍ଭ ।
ବଲ୍, ବ୍ୟାଟ୍ ଓ ସାଙ୍ଗମାନଙ୍କୁ ଏକାଠି କରି ଖେଳର ପ୍ରସ୍ତୁତି ଆରମ୍ଭ ।

କୌଣସି ଦାମୀ କାଠରେ ତିଆରି ଉଇକେଟ୍ ନୁହେଁ, ବରଂ ପୁରୁଣା କାଗଜ ପେଟିରେ ଉଇକେଟ୍ ତିଆରି କରି ଖେଳରେ ମସଗୁଲ୍ ପିଲାମାନେ ।
କୌଣସି ଦାମୀ କାଠରେ ତିଆରି ଉଇକେଟ୍ ନୁହେଁ, ବରଂ ପୁରୁଣା କାଗଜ ପେଟିରେ ଉଇକେଟ୍ ତିଆରି କରି ଖେଳରେ ମସଗୁଲ୍ ପିଲାମାନେ ।

ଅପରପାର୍ଶ୍ୱରେ ଉଇକେଟ୍‌ ଜାଗାରେ ରହିଛି ଖଣ୍ଡିଏ ପଥର, ବୋଲର୍‌ଟି ଆକ୍ରାମକ ଶୈଳୀରେ ବୋଲିଂ କରିବାରେ ବ୍ୟସ୍ତ ।
ଅପରପାର୍ଶ୍ୱରେ ଉଇକେଟ୍‌ ଜାଗାରେ ରହିଛି ଖଣ୍ଡିଏ ପଥର, ବୋଲର୍‌ଟି ଆକ୍ରାମକ ଶୈଳୀରେ ବୋଲିଂ କରିବାରେ ବ୍ୟସ୍ତ ।

ବେଶ୍‌ ରକ୍ଷଣାତ୍ମକ ଭଙ୍ଗୀରେ ଖେଳିବାରେ ବ୍ୟସ୍ତ ବ୍ୟାଟସ୍‌ମ୍ୟାନ୍‌ ।
ବେଶ୍‌ ରକ୍ଷଣାତ୍ମକ ଭଙ୍ଗୀରେ ଖେଳିବାରେ ବ୍ୟସ୍ତ ବ୍ୟାଟସ୍‌ମ୍ୟାନ୍‌ ।‌

ପଡୋଶୀ ଘର ପଡ଼ିଆର ଅରମାବଣରୁ ବଲ୍‌ ଖୋଜିବାରେ ବ୍ୟସ୍ତ ପିଲାମାନେ ।
ପଡୋଶୀ ଘର ପଡ଼ିଆର ଅରମାବଣରୁ ବଲ୍‌ ଖୋଜିବାରେ ବ୍ୟସ୍ତ ପିଲାମାନେ ।

Report an Error