(ମିଳନ ରେଖା) ସୁଦୂର ଗଗନେ ତୋର ଦେଲାଣି ଦେଖା । ଅମା ଅନ୍ଧାରେ ହୃଦ ଫନ୍ଦା1 ରେ ବଧାଇ ଦେଲାଣି ତାର ଆଶା ତାରକା ।
ଗନ୍ଧ ଜଡ଼ିତ ମନ ମରୁତ ମନ୍ଦ2 ମନ୍ଦ3 ବହିବାର ଗଲାଣି ଦେଖା ।
ନବୀନ ଘନ କଲାଣି ସ୍ୱନ ମରୁଭୂମେ ସରିଯିବ ସଲିଳ ରେଖା ।
ହୋଇଛି ଅନ୍ତରେ ଲେଖା ଲିପିରେ ନଈକୂଳେ ଖରାବେଳେ ତା’ସଙ୍ଗେ ମୋ ଦେଖା ।
ଆଶ୍ରୟ, ଅବଲମ୍ବନ, କୌଶଳ ↩
ମୃଦୁ, ଧୀର ↩