ସେହି ଜଙ୍ଗଲର କାହାଣୀ - ୧୭

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ନିଜ ବରାବର କିଏ ?** ସେଦିନ ଜଙ୍ଗଲର ସେ ଛୋଟ ଭାଗରେ ସତେ ଯେମିତି ଖୁସିର ବଢି ଆସିଛି । ହଁ, ଖୁସିର ନଦୀ ମାଡି ଆସିଛି ସେହି ଜଙ୍ଗଲକୁ ଭିଜେଇ ଦେବା ପାଇଁ । ମହାରାଜ ସୌରଭଙ୍କ ମୃତ୍ୟୁ ପରେ ପୂରା ଜଙ୍ଗଲ ହତାଶାରେ ଚୁପ୍ ହେଇଯାଇଥିଲା । ଶକ୍ତି ତା' ସରଳତାରେ ସମସ୍ତଙ୍କୁ ନିଜର କରିନେଇଚି । ରାଣୀଙ୍କ ଦମ୍ଭ ବଢିଯାଇଛି । ସେ ବର୍ତ୍ତମାନ

To continue reading "ସେହି ଜଙ୍ଗଲର କାହାଣୀ - ୧୭", login now.

This page has been protected for subscriber only.

Report an Error